Jump to content

କ୍ଷେତ ଉଜାଡ଼ିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେତ ଉଜାଡ଼ିବା
ଉଚ୍ଚାରଣ: Ksheta ujāṟḍ̠ibā
ক্ষেত উজড়ান खेत उजाडना

ଦେ. କ୍ରି —

୧: ଗୋରୁ, ଛେଳି ଆଦି କ୍ଷେତରେ ଥିବା ଫସଲକୁ ଖାଇ ଓ ନଷ୍ଟ କରିବା — ୧. To damage the standing crop (by cattle eating or treading.)

୨: କ୍ଷେତରେ ହୋଇଥିବା ଫସଲରୁ ଆବାଦ କରି ନ ପାରି ବା ନ କାଟି ନଷ୍ଟ କରିଦେବା; ଉପଯୁକ୍ତ ସମୟରେ ପାଚିଲା ଫସଲକୁ କାଟି ନ ଆଣିବାରୁ ତାହାକୁ କ୍ଷେତ୍ରରେ ଝଡିପଡିବାକୁ ବା କଷ୍ଟ ହେବାକୁ ଦେବା —

୨. To allow a ripened crop to be wasted in the field without taking proper steps to harvest it in due time.