କ୍ଷେତ ଉଜୁଡ଼ିବା
ଦେଖଣା
କ୍ଷେତ ଉଜୁଡ଼ିବା —
ଉଚ୍ଚାରଣ: Ksheta ujuṟḍ̠ibā
ক্ষেত উজডে যাওয়া
खेती उजडना
ଦେ. ବି —
୧: ଗୋରୁ ଆଦି ଖାଇବା ଯୋଗୁଁ ଫସଲର କ୍ଷତି — ୧. Damage of crops by cattle.
୨: ଉପଯୁକ୍ତ ସମୟରେ ପାଚିଲା ଫସଲକୁ ନ କାଟିବା ଯୋଗୁଁ ଫସଲ ଲୋକ୍ସାନ୍ ହେବା — ୨. Waste of the crop of a field for neglecting to harvest it in due season.