Jump to content

କ୍ଷେତ ଖାଇବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେତ ଖାଇବା
ଉଚ୍ଚାରଣ: Ksheta khāibā
ক্ষেতখাওয়া खेतखाना

ଦେ. କ୍ରି —

(ଗୋରୁ ଛେଳି ଆଦି) ଶସ୍ୟକ୍ଷେତ୍ରରେ ପ୍ରବେଶ କରି ତହିଁରେ ହୋଇଥିବା ଫସଲକୁ ଖାଇ ନଷ୍ଟ କରିବା — (cattle) To damage or eat the standing crop in a field.