କ୍ଷେପଣି
ଦେଖଣା
କ୍ଷେପଣି —
ଉଚ୍ଚାରଣ: Kshepaṇī
ସଂ. ବି. (କ୍ଷିପ ଧାତୁ+କର୍ମ ଅନ+ଇ) —
୧: ଆହୁଲା — ୧. Oar.
୨: ଯୁଦ୍ଧାସ୍ତ୍ରବିଶେଷ (ୟାହା ଶତ୍ରୁ ଉପରକୁ ଫିଙ୍ଗାଯାଏ) — ୨. A battlen-weapon thrown at an enemy.
କ୍ଷେପିଣ ଭଲ୍ଲ ବଜ୍ର ବିଷ ସର୍ପ ତୈଳ କୃଷ୍ଣସିଂହ. ମହାଭାରତ. ବନ