Jump to content

କ୍ଷେପଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେପଣୀ
ଉଚ୍ଚାରଣ: Kshepaṇī

ସଂ. ବି. (କ୍ଷିପ ଧାତୁ+କର୍ମ ଅନ+ଈ) —

କ୍ଷେପଣି (ଦେଖ) Kshepaṇi (See)

ତାଳେ ତାଳେ ପଡ଼ି ତୋ ବକ୍ଷେ କ୍ଷେପଣୀ (୧: ) ଉଠଇ ଗମ୍ଭୀରେ ଜୟଗୀତ ଧ୍ଵନି ରାଧାନାଥ. ଚିଲିକା