Jump to content

କ୍ଷେପଣୀଯ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେପଣୀୟ
ଉଚ୍ଚାରଣ: Kshepaṇīya

ସଂ. ବିଣ. (କ୍ଷିପ ଧାତୁ+କର୍ମ ଅନୀୟ) —

ଫିଙ୍ଗିବାର ଯୋଗ୍ୟ — Fit to be thrown or hurled down.

ସଂ. ବି. —

୧: ଖଣ୍ଡା —୧. A sword.

୨: ଛିଟିକିଣି —୨. A sling.