Jump to content

କ୍ଷେପିୟିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେପିଯିବା
ଉଚ୍ଚାରଣ: Kshepij̄ibā

ଦେ. କ୍ରି —

ଅତି ଦ୍ରୁତଗତି ଦ୍ବାରା ବା ଲମ୍ଫ ଦ୍ବାରା ଊର୍ଦ୍ଧକୁ ବା କୌଣସି ଦୂରତ୍ବକୁ ଅତିକ୍ରମ କରିବା — To cover a distance by big jumps.

ଅଙ୍ଗଦ ବୀର ପ୍ରଣାମ କରି ଆକାଶେ କ୍ଷେପି ଗଲେ ଜଗତି ସ୍ଥାନ ତାର ଆସ୍ଥାନ ସମ୍ମୁଖରେ ବସିଲେ—ବିଶ୍ବନାଥ ବିଚିତ୍ରରାମାୟଣ