Jump to content

କ୍ଷେପି ଦେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେପି ଦେବା
ଉଚ୍ଚାରଣ: Kshepi debā

ଦେ. କ୍ରି —

ମୂଳଧନ ନ ଥିବା ଛୋଟ ଛୋଟ ବେପାରୀ— ମାନେ ଏକ ସ୍ଥାନରୁ ପଣ୍ୟ ଦ୍ରବ୍ୟ ଖରିଦ କରି ନେଇ ବିଦେଶକୁ ଯାଇ ତାକୁ ବିକ୍ରି କରି ଫେରି ଆସିଲେ, ଯେତେ ଥର ବା କ୍ଷେପ ବାଣିଜ୍ୟ କରିବେ ସେତେ ଥର ପାଇଁ ଟଙ୍କା ମୁଣ୍ଡେ ନିର୍ଦ୍ଦିଷ୍ଟ ସୁଧ ଦେବେ ଏହି କରାରରେ ବେପାରୀଙ୍କୁ ଟଙ୍କା କରଜ ଦେବା — To advance capital to petty traders on condition that they will pay the stipulated interest to the capitalist for every trip they make to carry on the trade.