Jump to content

କ୍ଷେପି ନେବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେପି ନେବା
ଉଚ୍ଚାରଣ: Kshepi nebā

ଦେ. କ୍ରି —

ପ୍ରତ୍ଯେକ କ୍ଷେପ ବେପାର ପାଇଁ ସୁଧ ଦେବା କରାରରେ ମୂଳଧନ ଟଙ୍କା କରଜ ନେବା — To take on loan capital for carrying on small trading trips on condition of paying the fixed rate of interest for every trip.