କ୍ଷେପୀୟାନ
ଦେଖଣା
କ୍ଷେପୀୟାନ —
ଉଚ୍ଚାରଣ: Kshepīyān
(କ୍ଷେପୀୟସୀ—ସ୍ତ୍ରୀ)
ସଂ. ବିଣ. ପୁଂ (କ୍ଷିପ୍ର+ଇୟସ ୧: ମା. ୧: ବ; ତୁଳ ଗରୀୟସ୍; ଲଘୀୟସ) —
ଅତି ଦ୍ରୁତ — Very quick.
କ୍ଷେପୀୟାନ —
ଉଚ୍ଚାରଣ: Kshepīyān
(କ୍ଷେପୀୟସୀ—ସ୍ତ୍ରୀ)
ସଂ. ବିଣ. ପୁଂ (କ୍ଷିପ୍ର+ଇୟସ ୧: ମା. ୧: ବ; ତୁଳ ଗରୀୟସ୍; ଲଘୀୟସ) —
ଅତି ଦ୍ରୁତ — Very quick.