Jump to content

କ୍ଷେପ୍ତା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେପ୍ତା
ଉଚ୍ଚାରଣ: Ksheptā
(କ୍ଷେପ୍ତୀ—ସ୍ତ୍ରୀ)

ସଂ. ବିଣ. ପୁଂ (କ୍ଷିପ ଧାତୁ+ କର୍ତ୍ତୃ. ତୃ. ୧: ମା. ୧: ବ) —

୧: ଯେ ଫିଙ୍ଗେ — ୧. Throwing; casting.

୨: ପ୍ରେରଣକାରୀ —୨. Sending.