କ୍ଷେମ
କ୍ଷେମ —
ଉଚ୍ଚାରଣ: Kshema
ସଂ. ବି (କ୍ଷ ଧାତୁ= ସୁଖରେ ଓ ଶାନ୍ତିରେ ବାସ କରିବା +ଭାବ. ମନ୍=କ୍ଷେମନ, ୧: ମା. ୧: ବ) —
୧: କଲ୍ୟାଣ; ମଙ୍ଗଳ; ଶୁଭ — ୧. Welfare; Weal; well-being.
୨: ସୁଖ —୨. Happiness.
୩: ସ୍ବାଚ୍ଛନ୍ଦ୍ୟ —୩. Ease comfort.
୪: ଲବ୍ଧ ବସ୍ତୁର ରକ୍ଷା — ୪. Preservation of a thing in one's possession.
୫: ଶାନ୍ତି —୫. Peace; tranquility.
୬: ମୁକ୍ତି —୬. Salvation.
୭: ଅନନ୍ତ ସୁଖ —୭. Eternal happiness.
୮: (ଜ୍ଯୋତିଷ) ଶୁଭସୂଚକ ତାରାବିଶେଷ — ୮. (astrology) An auspicious star.
୯: ମୂଳଦୂଆ —୯. Foundation.
୧: ବାସସ୍ଥାନ —୧୦. Residence.
୧୧: (ଜ୍ଯୋତିଷ) ନକ୍ଷତ୍ର —୧୧. Asterism.
୧୨: ନିରାପଦତା —୧୨. Safety; security.
୧୩: ରକ୍ଷଣ —୧୩. Protection.
୧୪: ଅର୍ଜିତ ବସ୍ତୁର ରକ୍ଷଣ — ୧୪. Keeping what is acquired.
୧୫: ମୁକ୍ତି; ମୋକ୍ଷ — ୧୫. Beatitude; salvation.
୧୬: ସୁଗନ୍ଧିବିଶେଷ — ୧୬. A kind of perfume.
୧୭: ବିଶ୍ରାମ —୧୭. Rest. (M.W.)
୧୮: ସମୃଦ୍ଧି —୧୮. Properity. (M.W.)
୧୯: (ଫଳିତ ଜ୍ଯୋତିଷ) ଜନ୍ମ ନକ୍ଷତ୍ରଠାରୁ ୪: ର୍ଥ ନକ୍ଷତ୍ର (ହି. ଶବ୍ଦସାଗର) — ୧୯. (astrology) The fourth star counted from one's natal star.
୨: (ପୁରାଣ) ଶାନ୍ତିଙ୍କ ଗର୍ଭଜାତ ଧର୍ମଙ୍କ ପୁତ୍ର — ୨୦. (mythology) Son of Dharma by his wife Ṡānti.