Jump to content

କ୍ଷେମକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେମକ
ଉଚ୍ଚାରଣ: Kshemaka

ସଂ. ବି. —

୧: ଚୌର ନାମକ ସୁଗନ୍ଧି — ୧. A medicinal scent.

୨: ପ୍ଳକ୍ଷଦ୍ବୀପର ବର୍ଷ ଦେଶବିଶେଷ — ୨. Name of a part or division of the mythological Pḻaksha island.

୩: କ୍ଷେମକବର୍ଷର ରାଜା — ୩. Name of a king rulling the above division.

୪: ନାଗବିଶେଷ —୪. Name of a Nāga.

ସଂ. ବିଣ. ଫୁ —

୧: ଶୁଭଶଙ୍କର; ମଙ୍ଗଳଦାୟକ; ମଙ୍ଗଳକର — ୧. Conferring happiness; auspicious; propitious.

୨: ନିରାପଦ —୨. Safe. (M.W.)

୩: ସମୃଦ୍ଧ —୩. Prosperous.

୪: ସ୍ବାଚ୍ଛନ୍ଦ୍ୟଯୁକ୍ତ — ୪. Comfortable; at ease.