Jump to content

କ୍ଷେମକର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେମକର
ଉଚ୍ଚାରଣ: Kshemakara
(କ୍ଷେମକରୀ—ସ୍ତ୍ରୀ)

ସଂ. ବିଣ. ଫୁ (କ୍ଷେମ+କୃ ଧାତୁ+କର୍ତ୍ତୃ. ଅ) —

୧: ଶୁଭକର; ମଙ୍ଗଳଦାୟକ — ୧. Auspicious.

୨: ଶାନ୍ତିଜନକ —୨. Conferring peace.