Jump to content

କ୍ଷେମଙ୍କରୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେମଙ୍କରୀ
ଉଚ୍ଚାରଣ: Kshemaṇkarī

ସଂ. ବି. ସ୍ତ୍ରୀ (କ୍ଷେମଙ୍କର+ଈ) —

୧: (ମଙ୍ଗଳକାରିଣୀ) ଦୁର୍ଗା —୧. Goddess Durgā

୨: ଶଙ୍ଖଚିଲ —୨. The Brāhmani kite; Haliastus Indus; Coromandel Eagle; Falco Ponticerianus.

[ଦ୍ର—କୌଣସି କାର୍ଯ୍ୟ ପାଇଁ ଅନୂକୁଳ କରି ୟାତ୍ରା କରିବା ସମୟରେ ଏହାକୁ ଦେଖିଲେ, ସେ କାର୍ଯ୍ୟରେ ୟଶ ମିଳେ ବୋଲି ଲୋକଙ୍କର ବିଶ୍ବାସ ଅଛି]