Jump to content

କ୍ଷେମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେମା
ଉଚ୍ଚାରଣ: Kshemā

ସଂ. ବି. (କ୍ଷେମ+ଆ) —

୧: ଦୁର୍ଗା; କାତ୍ୟାୟନୀ — ୧. Goddess Durgā

୨: ଅପ୍ସରାବିଶେଷ — ୨. Name of a heavenly nymph.

ଗ୍ରା. ବି. (ସଂ. କ୍ଷମା ଶବ୍ଦର ଆଶୁଦ୍ଧ ଉଚ୍ଚାରଣ) —

୧: କ୍ଷମା — ୧. Pardon; forgiveness.

୨: ନିବୃତ୍ତ; ଉପଶମ —୨. Cessation; alleviation.