Jump to content

କ୍ଷେମାର୍ହ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷେମାର୍ହ
ଉଚ୍ଚାରଣ: Kshemārha
(କ୍ଷେମାର୍ହା—ସ୍ତ୍ରୀ)

ସଂ. ବିଣ. ଫୁ. (କ୍ଷେମ+ଅର୍ହ ଧାତୁ=ଯୋଗ୍ୟ ହେବା+ଅ) —

ମଙ୍ଗଳାର୍ହ —Deserving prosperity.