କ୍ଷେମୀ
ଦେଖଣା
କ୍ଷେମୀ —
ଉଚ୍ଚାରଣ: Kshemī
(କ୍ଷେମଣୀ—ସ୍ତ୍ରୀ)
ସଂ. ବିଣ. ଫୁ. (କ୍ଷେମ+ଇନ୍. ୧: ମା ୧: ବ.) —
୧: ନିରାପଦ — ୧. Safe; secure.
୨: ସୁଖୀ —୨. Happy.
୩: ଶାନ୍ତି ଭୋଗ କରୁଥିବା —୩. Enjoying peace.
କ୍ଷେମୀ —
ଉଚ୍ଚାରଣ: Kshemī
(କ୍ଷେମଣୀ—ସ୍ତ୍ରୀ)
ସଂ. ବିଣ. ଫୁ. (କ୍ଷେମ+ଇନ୍. ୧: ମା ୧: ବ.) —
୧: ନିରାପଦ — ୧. Safe; secure.
୨: ସୁଖୀ —୨. Happy.
୩: ଶାନ୍ତି ଭୋଗ କରୁଥିବା —୩. Enjoying peace.