କ୍ଷେମ୍ଯ
ଦେଖଣା
କ୍ଷେମ୍ୟ —
ଉଚ୍ଚାରଣ: Kshemya
ସଂ. ବିଣ. (କ୍ଷେମ+ୟ) —
୧: ସ୍ବାସ୍ଥ୍ୟକର — ୧. Healthy; salubrious.
୨: ଭାଗ୍ୟବାନ୍ —୨. Lucky; fortunate.
୩: ସ୍ବାଚ୍ଛନ୍ଦ୍ୟଯୁକ୍ତ —୩. Comfortable; at ease.
୪: ଶାନ୍ତିଦାୟକ — ୪. Giving peace and tranquility.
୫: ଶୁଭକର —୫. Auspicious.
୬: ସମୃନ୍ଧ —୬. Prodsperous.
ସଂ. ବି. —
ଶିବ —Lord Ṡiba.