Jump to content

କ୍ଷୈପ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୈପ୍ର
ଉଚ୍ଚାରଣ: Ksh&aline;i̱pra

ସଂ. ବି. (କ୍ଷିପ୍ତ+ଭାବ. ଅ) —

କ୍ଷିପ୍ରତା — Quickness.

ସଂ. ବିଣ. —

(ବ୍ୟାକରଣ) ଦୁଇଟି ସ୍ବରର ଏକତ୍ର ଉଚ୍ଚାରଣଜନିତ ସନ୍ଧିଘଟିତ (ପରିବର୍ତ୍ତନ) —(grammar) (a kind of sandhi) Produced by changing the first two concurrent vowels to its semi-vowel (M.W.)