କ୍ଷୋଣି
ଦେଖଣା
କ୍ଷୋଣି —
ଉଚ୍ଚାରଣ: Kshoṇi
ସଂ. ବି. (କ୍ଷୁ ଧାତୁ=ଶବ୍ଦ କରିବା+ଣି)
୧: ପୃଥିବୀ — ୧. The earth.
୨: ଏକ ସଂଖ୍ୟା —୨. The number one.
କ୍ଷୋଣି —
ଉଚ୍ଚାରଣ: Kshoṇi
ସଂ. ବି. (କ୍ଷୁ ଧାତୁ=ଶବ୍ଦ କରିବା+ଣି)
୧: ପୃଥିବୀ — ୧. The earth.
୨: ଏକ ସଂଖ୍ୟା —୨. The number one.