Jump to content

କ୍ଷୋଦିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୋଦିତ
ଉଚ୍ଚାରଣ: Kshodita

ସଂ. ବିଣ. (କ୍ଷୁଦ୍ର ଧାତୁ+ଣିଚ୍ କର୍ମ. ତ) —

୧: ଚୂର୍ଣ୍ଣିତ —୧. Pounded; powdered; ground.

୨: କାଠ ବା ପଥରରେ ଖୋଳା ହୋଇଥିବା — ୨. Carvad or engraved.

ସଂ. ବି. (+ଭାବ. ତ) —

ଚୂନା; ଅଟା — Powder; flour; meal.