Jump to content

କ୍ଷୋଦୀୟାନ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୋଦୀୟାନ୍
ଉଚ୍ଚାରଣ: Kshodīyān
(କ୍ଷୋଦାୟସୀ—ସ୍ତ୍ରୀ)

ସଂ. ବିଣ. ଫୁ. (କ୍ଷୁଦ୍ର+ଅତିଶୟାର୍ଥେ ଈୟସ୍ ୧: ମା. ୧: ବ) —

କ୍ଷୁଦ୍ରତର —Very small.