କ୍ଷୋଭ
ଦେଖଣା
- ବାଧା
- ଘର୍ଷଣ
- ଶାନ୍ତିଭଙ୍ଗ
- ଆଘାତ
- ଉଦ୍ ବିଘ୍ନତା
- ଚିତ୍ତଚାଞ୍ଚଲ୍ୟ
- ଅବ୍ ଶୋଷ୍
- ମନଘାଣ୍ଟିହେବା
- ମନସ୍ତାପ
- ବିଲୋଡନ
- ଆଲୋଡନ
- ଧକଚକ (jerking)
- କମ୍ପନ
- (ନାଟକ)ତୀବ୍ରବଚନ ବା ଭର୍ତ୍ସନାଜନିତ ମନୋଦୁଃଖ
- ଧର୍ଷଣ-ଚିତ୍ତ
- ଚାଞ୍ଚଲ୍ୟ
- ମନସ୍ତାପ
- ଦୁଃଖ
[କ୍ଷୁବ୍ଧ;କ୍ଷୋଭିତ -ବିଶେଷଣ]
[କ୍ଷୁବ୍ଧ;କ୍ଷୋଭିତ -ବିଶେଷଣ]