Jump to content

କ୍ଷୋଭକ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୋଭକ
ଉଚ୍ଚାରଣ: Kshobhaka
(କ୍ଷୋଭିକା—ସ୍ତ୍ରୀ)

ସଂ. ବିଣ. ଫୁ (କ୍ଷୁଭ ଧାତୁ+ କର୍ତ୍ତୃ. ଅକ) —

୧: ଆନ୍ଦୋଳନକାରୀ — ୧. Cousing agitation or desturbance.

୨: କମ୍ପନକାରୀ —୨. Shaking.