କ୍ଷୋଭଣ
ଦେଖଣା
କ୍ଷୋଭଣ —
ଉଚ୍ଚାରଣ: Kshobhaṇa
ସଂ. ବି. (କ୍ଷୁଭ ଧାତୁ+ଭାବ. ଅନ) —
୧: ମନରେ କ୍ଷୋଭ ଜାତ କରିବା — ୧. Causing emotion.
୨: ଆନ୍ଦୋଳନ — ୨. Agitating; disturbing.
୩: (+କର୍ତ୍ତୃ. ଅନ) ଶିବ — ୩. A name of Ṡiba. (M.W.)
୪: ବିଷ୍ଣୁ —୪. A name of Bishṇu. (M.W.)
୫: କାମଦେବଙ୍କ ପଞ୍ଚ ଶର ମଧ୍ୟରୁ ଏକତମ — ୫. One of the ୫ arrows of God Cupid.