କ୍ଷୋଭିତ
ଦେଖଣା
କ୍ଷୋଭିତ —
ଉଚ୍ଚାରଣ: Kshobhita
ସଂ. ବିଣ (କ୍ଷୋଭ+ଯୁକ୍ତାର୍ଥେ. ଇତ) —
୧: ସଞ୍ଚାଳିତ —୧. Moved; disturbed.
୨: କ୍ଷୁବ୍ଦ —୨. Agitated.
୩: ମନସ୍ତାପଯୁକ୍ତ —୩. Excited; perturbed.
୪: ଦୁଃଖିତ —୪. Full of regret.
୫: ଉଦ୍ବିଗ୍ନ; ଚିନ୍ତାଯୁକ୍ତ —୫. Anxious.