Jump to content

କ୍ଷୌଣୀ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୌଣୀ
ଉଚ୍ଚାରଣ: Ksh&aline;&uline;ṇī

ସଂ. ବି. ସ୍ତ୍ରୀ (କ୍ଷୁ ଧାତୁ=ଶବ୍ଦ କରିବା+ଣୀ) —

ପୃଥିବୀ — The earth; the globe.

ଗୁରୁଙ୍କ ଆଗେ ମିଥ୍ୟା କହିଦେବାକ୍ଷଣି ଲାଗିଲା ତାଙ୍କ ରଥ କ୍ଷୌଣିରେ ସେକ୍ଷଣି—କୃଷ୍ଣସିଂହ. ମହାଭାରତ ଦ୍ରୋଣ.