Jump to content

କ୍ଷୌଣୀ ପ୍ରାଚୀର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୌଣୀ ପ୍ରାଚୀର
ଉଚ୍ଚାରଣ: Ksh&aline;&uline;ṇī prāchrīra

ସଂ. ବି. (୬: ଷ୍ଠୀ ତତ୍; କିମ୍ବା ବହୁବ୍ରୀହୀ; କ୍ଷୌଣୀ+ ପ୍ରାଚୀର; ୟାହା ପୃଥିବୀର ପ୍ରାଚୀର ବା ପୃଥିବୀ ୟାହାର ପ୍ରାଚୀର) —

ସମୁଦ୍ର — The ocean (Which is like the compound-wall of the earth or of which the earth is the compound-wall).