Jump to content

କ୍ଷୌଦ୍ର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୌଦ୍ର
ଉଚ୍ଚାରଣ: Ksh&aline;&uline;dra

ସଂ. ବି. (କ୍ଷୁଦ୍ରା=ମହୁମାଛି+ଅ)

୧: ମହୁ; ମଧୁ —୧. Honey.,

୨: ଜଳ —୨. Water.

୩: ଚମ୍ପା ଫୁଲ ଓ ଗଛ — ୩. The Michelia Champaka (tree and flower).

୪: (ପିଙ୍ଗଳବର୍ଣ୍ଣ) ନିକୁଟି ମହୁମାଛି କରିଥିବା ଫକାମହୁ — ୪. Brown honey made by tiny bees.

୫: (କ୍ଷୁଦ୍ର+ଅ) ଦ୍ରାକ୍ଷାଫଳ —୫. Grape.

୬: (କ୍ଷୁଦ୍ର+ ଭାବାର୍ଥେ.ଅ) କ୍ଷୁଦ୍ରତା — ୬. Smallness; minuteness. (M.W.)

ସଂ. ବିଣ —

୧: କ୍ଷୁଦ୍ର (ମାଛି) ସମ୍ବନ୍ଧୀୟ — ୧. Pertaining to flies.

୨: କ୍ଷୁଦ୍ରା (ମହୁମାଛି) ସମ୍ବନ୍ଧୀୟ — ୨. Partaining to bees.