Jump to content

କ୍ଷୌର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷୌର
ଉଚ୍ଚାରଣ: Ksh&aline;&uline;ra

ସଂ. ବି. (କ୍ଷୁର ଧାତୁ=ଛେଦନ କରିବା +ଭାବ. ଅ) —

୧: ମସ୍ତକ ମୁଣ୍ଡନ; ହଜାମତ୍; ଖିଅର; ଛଅର — ୧. Shaving.

୨: କେଶ, ଶୁଶ୍ରୁ, ନଖାଦିର କର୍ତ୍ତନ — ୨. Shaving and pairing (of nails).

୩: ଛଣପଟ ସୂତାର ନୂଆଲୁଗା — ୩. A linen cloth (M.W.)

ସଂ. ବିଣ. —

କ୍ଷୁରଦ୍ବାରା ସମ୍ପାଦିତ — Performed with a razor. (M.W.)