କ୍ଷ୍ବିଡ଼
ଦେଖଣା
କ୍ଷ୍ବିଡ଼ (ଧାତୁ) —
ଉଚ୍ଚାରଣ: Kshwiṟḍ̠a (root)
ସଂ. —
୧: ଗୁଣୁଗୁଣୁ ଶବ୍ଦ କରିବା — ୧. To Hum.
୨: ଗର୍ଜନ କରିବା —୨. To roar; to growl.
୩: ମର୍ମର ଶବ୍ଦ କରିବା; ଅବ୍ୟକ୍ତ ରବ କରିବା — ୩. To murmur.
୪: ସିଟି ମାରିବା —୪. To Whistle.
୫: ଫଁ ଫଁ ହେବା —୫. To hiss.
୬: ଘଡ଼ଘଡ଼ ଶବ୍ଦ କରିବା — ୬. To rattle (M.W.).
୭: ଓଦା ହେବା; ସନ୍ତାଇବା — ୭. To be wet (M.W.)
୮: (ବୃକ୍ଷାଦି ଦେହରୁ) ରସ ବୁହାଇବା — ୮. To exude; to emit sap (M.W.)
୯: ଚିକ୍କଣିଆଁ ବା ତେଲିଆ ହେବା — ୯. To be unctuous (M.W.)