Jump to content

କ୍ଷ୍ବିର୍ଣ୍ଣ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷ୍ବିର୍ଣ୍ଣ
ଉଚ୍ଚାରଣ: Kshwiṇṇa

ସଂ. ବିଣ. (କ୍ଷ୍ବିଡ଼ ଧାତୁ+କର୍ତ୍ତୃ. ଅ) —

୧: ଗୁଣୁଗୁଣୁ ଶବ୍ଦ କରୁଥିବା — ୧. Sounding inarticulately; humming.

୨: କୋମଳ୍ —୨. Soft.

୩: ଚିକ୍କଣିଆ —୩. Oily; unctuous.