Jump to content

କ୍ଷ୍ବେଡ଼ିତ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷ୍ବେଡ଼ିତ
ଉଚ୍ଚାରଣ: Kshweṟḍ̠ita

ସଂ. ବିଣ. (କ୍ଷ୍ବିଡ଼ ଧାତୁ+ ଇତ) —

୧: ସିଂହ ନାଦ — ୧. Loud roar (of a lion).

୨: ମର୍ମର ଧ୍ଵନି —୨. Murmur.

୩: ଯୁଦ୍ଧ ନାଦ —୩. A war-cry.

୪: ଗର୍ଜନ —୪. Growling.