Jump to content

କ୍ଷ୍ମା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷ୍ମା
ଉଚ୍ଚାରଣ: Kshmā

ସଂ. ବି. ସ୍ତ୍ରୀ. (କ୍ଷମ ଧାତୁ=ସହ୍ୟ କରିବା+କର୍ତ୍ତୃ. ଅ+ଆ) —

ପୃଥିବୀ; ସର୍ବଂସହା —The earth.