Jump to content

କ୍ଷ୍ମାଧର

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କ୍ଷ୍ମାଧର
ଉଚ୍ଚାରଣ: Kshmādhara

ସଂ. ବି. (କ୍ଷ୍ମା+ଧୃ ଧାତୁ+କର୍ତ୍ତୃ. ଅ) —

୧: ରାଜା —୧. King.

୨: ପର୍ବତ —୨. Mountain.

୩: ସାତ ସଂଖ୍ୟା —୩. The number ୭ (M.W.)