Jump to content

କୟାମତ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

କୟାମତ୍
ଉଚ୍ଚାରଣ: Kayāmat
কয়ামত कयामत

ବୈଦେ. (ଆ) ବି —

ମୁସଲମାନ୍, ୟୀହୁଦୀ ଓ ଖ୍ରୀଷ୍ଟିୟାନ୍ମାନଙ୍କ ଧର୍ମମତରେ ସୃଷ୍ଟିର ଶେଷ ଦିନ, ଯେଉଁ ଦିନ ପ୍ରତ୍ୟେକ ମୃତବ୍ୟକ୍ତି ଜୀଇଁଉଠି ଈଶ୍ବରଙ୍କ ସମ୍ମୁଖରେ ଠିଆ ହେବେ ଓ ତାଙ୍କର ଇହଜନ୍ମକୃତ ପାପପୁଣ୍ୟର ବିଚାର ଈଶ୍ବର କରିବେ —The la st Day of Judgment.