Jump to content

ଖଡ଼ଖଡ଼ି

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ଖଡ଼ି
ଉଚ୍ଚାରଣ: Khaṟḍ̠akhaṟḍ̠i
খড়খড়ি खड़खाड़िआ

ଦେ. ବି. —

କାଷ୍ଠନିର୍ମିତ ଶିବିକା; ପାଲିଙ୍କି — Palki; palanquin.

ନୂଆ ଖଡ଼ଖଡ଼ି ଛୁଆ ଗଉଡ଼ କି, ମୋ ନୂଆବୋହୁ ଶିଶୁଗୀତ

[ଦ୍ର—ଏହା ଗଉଡ଼ଙ୍କ କାନ୍ଧରେ ବୁହା ହେବା ବେଳେ ଏଥିରେ ଥିବା ଭିନ୍ନ ଭନ୍ନ କାଷ୍ଠ ଖଣ୍ଡ଼ମାନ ଖଡ଼ଖଡ଼ ଶଦ୍ଦ କରୁଥିବାରୁ ଏହି ନାମ]

୨: ଝିଲିମିଲି; ଶିବିକା ଓ କବାଟ ଆଦିରେ ଲଗାଯିବା ଉପରକୁ ଉଠିବା ଓ ତଳକୁ ଖସିବା ପଟା; ପାନିଏଲି — ୨. A venitian window.