Jump to content

ଖଡ଼ଗ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ଗ
ଉଚ୍ଚାରଣ: Khaṟḍ̠aga
খড়গ खड़ग

ଗ୍ରା. (ପଦ୍ୟ) ବି. —

୧: (ସଂ. ଖଡ଼୍ଗ)— ଖଣ୍ଡା — Sword.

ଧନୁ ଗଦା ଖଡ଼ଗ ଚର୍ମେ ତାଙ୍କ ପରି କୃଷ୍ଣସିଂହ. ମହାଭାରତ. ଆଦି

୨: (ସଂ. ଖଡ଼୍ଗୀ) ଗଣ୍ଡା ପଶୁ —୨. Rhinoceros.

ବୋଲେ ଖଡ଼ଗ ପ୍ରହାରୁ ଗଡ଼ଗ ପରାଏ ବିଶ୍ବାଏ ଜଭେଦି ଦେଢ ବିକମ୍ପିତ ହୋଏ ଭଞ୍ଜ ବୈଦେହୀଶବିଳାସ