Jump to content

ଖଡ଼ଣ୍ଖଡ଼୍ଣ୍ କରିବା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ଣ୍ଖଡ଼୍ଣ୍ କରିବା
ଉଚ୍ଚାରଣ: Khaṟḍ̠aṇkhaṟḍ̠aṇ karibā

ପ୍ରାଦେ (ସମ୍ବଲପୁର) କ୍ରି. (ଧ୍ଵନ୍ୟନୁକରଣ) —

ଉପର୍ୟ୍ଯୁପରି ଆଘାତ ପାଇବା ଯୋଗୁଁ ଖଡ଼ ଖଡ଼ ଶଦ୍ଦ କରିବା — To resound as a result of being repeatedly struck.