Jump to content

ଖଡ଼ପ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ପ
ଉଚ୍ଚାରଣ: Khaṟḍ̠apa

ଦେ. ଅ —

ସବାରିକାନ୍ଧିଆ ଗଉଡ଼ମାନେ ସବାରି କାନ୍ଧେଇ ଗଲା— ବେଳେ ବାଟରେ ଗୋଡ଼ରେ କଣ୍ଟା ମାଡ଼ିଲେ ଆଉ ଆଗକୁ ନ ଯାଇ ସେହି କଣ୍ଟା ବାହାର କରିବା ନିମନ୍ତେ ସବାରିର ଅନ୍ୟ କାନ୍ଧିଆ ଗଉଡ଼ମାନଙ୍କୁ କହିବା ସଙ୍କେତ ବଚନ—ଏତିର ଅର୍ଥ ମୋ ଗୋଡ଼ରେ କଣ୍ଟା ପଶିଲା, ଟିକିଏ ରହ — An expression used by a palki bearer to indicate that a thorn has run into his foot while engaged in carrying the palki and that the other bearers should stop a while to enable him to draw out the thorn.