ଖଡ଼ପାଲଗା
ଦେଖଣା
ଖଡ଼ପାଲଗା —
ଉଚ୍ଚାରଣ: Khaṟḍ̠apālagā
ଦେ. ଅ —
ସବାରିକାନ୍ଧିଆ ଗଉଡ଼ଙ୍କ ଡାକବିଶେଷ— (ଏଥିର ଅର୍ଥ—ଆମ୍ଭେମାନେ ଚାଲୁଥିବା ପଥ କଣ୍ଟକମୟ, ସମସ୍ତେ ସାବଧାନ ହୋଇ ଚାଲ) — Beware, the way is beset with thorns. An exclamation used by palki-bearers (to indicate to the other bearers carrying the palki that the way through which they are passing is beset or strewn with thorns).