ଖଡ଼ରଖଡ଼ର
ଦେଖଣା
ଖଡ଼ରଖଡ଼ର —
ଉଚ୍ଚାରଣ: Khaṟḍ̠arakhaṟḍ̠ara
খড়খড়; খটখট
खड़खड़
ଦେ. ଅ. (ଧ୍ଵନ୍ୟନୁକରଣ) —
ଖଡ଼ଖଡ଼ ଶଦ୍ଦ — Sound imitating that produced by small things striking against one another.
ତନ୍ତିଆଣୀମାନେ ଖଡ଼ର ଖଡ଼ର କରି ନଟେଇ ବୁଲାଇ ପକାଉ ଅଛନ୍ତି— ଫକୀରମୋହନ, ଛମାଣଆଠଗୁଣ୍ଠ