Jump to content

ଖଡ଼ରାବୁରୁସ୍

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ରାବୁରୁସ୍
ଉଚ୍ଚାରଣ: Khaṟḍ̠araburus
খররাবুরুস खरहराबुरुस

ଦେ. ବି. (ସହଚର; ସଂ. ଖରଦଂଷ୍ଟ୍ରା+ଇଂ. ବ୍ରଷ) —

ଘୋଡ଼ାର ଦେହମାର୍ଜନ ନିମନ୍ତେ ବ୍ୟବହୃତ ଲୁହାର ଦାଢୁଆ ପାନିଆଁ ଓ ଟାଆଁସା ଘୁଷୁରି ରୋମରେ ତିଆରି ବ୍ରୁସ ବା ପାନିଆଁ — Curry-comb and brush for horse.

[ଦ୍ର—ପ୍ରଥମରେ ଘୋଡ଼ା ଦେହରେ ଖରଡ଼ା ମାରିଲେ ତା ଦେହରୁ ଅଡ଼ୁଆ ଲୋକ, ଧୂଳି ଓ ରୂପୀ ଆଦି ଝଡ଼େ ତା ପରେ ବୁରୁସଦ୍ବାରା ତା ଲୋମକୁ ସାଉଁଳିବାକୁ ହୁଏ]