ଖଡ଼ାଦମ୍
ଦେଖଣା
ଖଡ଼ାଦମ୍ —
ଉଚ୍ଚାରଣ: Khaṟḍ̠ādam
খড়াদম
खडेदम; खडेखडे
ବୈଦେ. କ୍ରି. ବିଣ —
୧: ଠିଆ ଠିଆ — ୧. Standing.
୨: ଠିଆରେଠିଆରେ — ୨. Without sitting.
୩: ବରାବର ଠିଆ ହୋଇ — ୩. Standing throughout.
୪: କ୍ଷଣମାତ୍ର ବିଳମ୍ବ ନ କରି — ୪. Instantly; without the least delay.