Jump to content

ଖଡ଼ାପତ୍ରଂ ନ ଦୀଯତେ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ାପତ୍ରଂ ନ ଦୀୟତେ
ଉଚ୍ଚାରଣ: Khaṟḍ̠āpatraṁ na dīyate

ଦେ. ପ୍ରବଚନବାକ୍ୟ (ସଂ. ବାକ୍ୟର ଅର୍ଥ; ଖଡ଼ାପତ୍ର ଗୋଟିଏ ଦିଆ ହେଉ ନାହିଁ) —

ଯେଉଁଠାରେ ମୁହଁଭକ୍ତି ଦେଖାଇବାରେ ସୀମା ନ ଥାଏ କିନ୍ତୁ ଦେଲାବେଳକୁ 'ଖଡ଼ାପତ୍ର' ଭଳି ମୂଲ୍ୟହୀନ ଓ ଅସାର ବସ୍ତୁ ସୁଦ୍ଧା ଦିଆ ନ ଯାଏ, ସେହିଠାରେ ଏ ପ୍ରବଚନ ପ୍ରଯୋଗ କରାଯାଏ — A saying meaning 'not giving a thing of the slightest value'.