ଖଡ଼ାପହରା
ଦେଖଣା
ଖଡ଼ାପହରା —
ଉଚ୍ଚାରଣ: Khaṟḍ̠āpaharā
খড়াপাহারা
खड़ारहरा
ଦେ. ବି —
୧: ଠିଆ ହୋଇ ପହରା ବା ଚଉକି ଦେବା — ୧. Watching by standing throughout.
୨: ଠିଆ ହୋଇ ଅନେକ ସମୟ ଅତିବାହିତ କରିବା — ୨. Spending a long time standing throughout; being on one's legs long.