Jump to content

ଖଡ଼ାବଇଠା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ାବଇଠା
ଉଚ୍ଚାରଣ: Khaṟḍ̠ābaiṭhā
খড়াবএঠা खड़ाबौठा

ଦେ. ବି —

୧: ଉଠାବଇଠା; ଉଠବସ; ଉଠିବା ବସିବା —୧. Act of standing up and sitting down by turns.

୨: ଅପରାଧୀକୁ ଏକାଧିକ ଥର ଉଠିବା ଓ ବସିବାକୁ ଦିଆଯିବାରୂପ ଦଣ୍ଡ଼ —୨. A punishment of making a culprit stand up and sit down alternately.

[ଦ୍ର—ପୂର୍ବେ ଓଡ଼ିଶାରେ ଚାଟଶାଳୀରେ ଅପରାଧୀ ଛାତ୍ରକୁ ଏ ଦଣ୍ଡ଼ ଦିଆ ୟାଉଥିଲା]