Jump to content

ଖଡ଼ିଆ

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ିଆ
ଉଚ୍ଚାରଣ: Khaṟḍ̠iā
খড়িয়া खड़िया

ଦେ. ବିଣ —

ଖଡ଼ି ତୁଲ୍ୟ ଶ୍ବେତ — White as chalk.

ପ୍ରାଦେ. (ସମ୍ବଲପୁର) ବି —

ବାଉରୀଙ୍କ ପରି ନୀଚ ଅନାର୍ୟ୍ୟ— ଜାତିବିଶେଷ —Name of low caste Non-aryan tribe in Sambalpur.