Jump to content

ଖଡ଼ିକନା

ଉଇକିଅଭିଧାନ‌ରୁ

ଶବ୍ଦାର୍ଥ:

ଖଡ଼ିକନା
ଉଚ୍ଚାରଣ: Khaṟḍ̠ikanā

ଦେ. ବି —

ମାଟିପିତୁଳାକୁ ଚିତ୍ର ବା ରଙ୍ଗ କରିବା ପୂର୍ବରୁ ପୁତୁଲାର ଦିହୟାକ ବିଛାଯିବା କନା — The layer of cloth laid over an earthen image before it is painted.